ରାଜ୍ୟ ପଞ୍ଚାୟତ ନିର୍ବାଚନରେ ୩ ରାଜନୈତିକ ଦଳର ଡିଜିଟାଲ୍‌ ଯୁଦ୍ଧ

ନୂଆଦିଲ୍ଲୀ: (ନଇମ ଅଖତାର) ରାଜ୍ୟ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। କରୋନାଭାଇରସ୍‌ର ତୃତୀୟ ଲହର୍ କଟକଣାରେ ହେବାକୁ ଥିବା ନିର୍ବାଚନରେ ଭର୍ଚୁଆଲ୍‌ ଓ ଡିଜିଟାଲ୍‌ ପ୍ଲାଟଫର୍ମରେ ପ୍ରାର୍ଥୀ ପ୍ରଚାର କରିବେ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। ଗତ ଶନିବାର ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ସମୟରେ ଭାରତୀୟ ନିର୍ବାଚନ ଆୟୋଗ ମଧ୍ୟ କରୋନାଭାଇରସ୍‌ ସଂକ୍ରମଣରୁ ନିରାପଦ ରହି … Continue reading ରାଜ୍ୟ ପଞ୍ଚାୟତ ନିର୍ବାଚନରେ ୩ ରାଜନୈତିକ ଦଳର ଡିଜିଟାଲ୍‌ ଯୁଦ୍ଧ